ଜିମେଲ ଦ୍ଵାରା ଲଗିନ କରି ଆଲୋଚନାରେ ଭାଗ ନିଅନ୍ତୁ

ଓଡ଼ିଆଭାଷାର ମୂଳ ଉତ୍ସ ହେଉଛି ଗୁମ୍ଫାଲେଖ

୨୦ ହଜାର ବର୍ଷ ତଳେ କଳାହାଣ୍ଡିର ଗୁଡହାଣ୍ଡିରୁ ମିଳିଥିବା ଚିତ୍ର, ନୂଆପଡାର ଯୋଗୀମଠରୁ ୧୦ ହଜାର ବର୍ଷ ତଳର ମିଳିଥିବା ଚିତ୍ରଲିପି ଏବଂ ଝାରୁସୁଗୁଡାର ବିକ୍ରମଖୋଲରୁ ମିଳିଥିବା ୩୫୦୦ ବର୍ଷ ତଳର ଗୁମ୍ଫାଲିପି ହେଉଛି ଓଡ଼ିଆଭାଷାର ମୂଳ ଆଧାର । ଯୋଗୀମଠର ଚିତ୍ରଲିପିରେ ନାରଙ୍ଗୀ ରଙ୍ଗରେ ଲିଖିତ “ଠ” ଲିପି ଆଜି ପର୍ଯ୍ୟନ୍ତ ଓଡ଼ିଆ ସମେତ ସମସ୍ତ ଭାରତୀୟ ଲିପିମାଳାରେ ଅବିକଳ ଭାବରେ ବ୍ୟବହୃତ ହେଉଅଛି ।

Post a Comment

ଜିମେଲ ଦ୍ଵାରା ଲଗିନ କରି ଆଲୋଚନା ଜାରି ରଖନ୍ତୁ ।

© Banamallira Mahak | All Right Reserved.