ଜିମେଲ ଦ୍ଵାରା ଲଗିନ କରି ଆଲୋଚନାରେ ଭାଗ ନିଅନ୍ତୁ

ପ୍ରାଚୀନ ଓଡ଼ିଆ କଥା ସାହିତ୍ୟ

ପୁରାତନ ଓଡ଼ିଆ ଲୋକ ସାହିତ୍ୟ ସାଧାରଣ ଲୋକଙ୍କର ଜୀବନଯାପନ ଓ ପରିବେଶକୁ ନେଇ ଗଢ଼ିଉଠିଥିଲା । ଏଥିରେ ଆଧୁନିକ ଜୀବନର ସୁଖ ଦୁଃଖର ଗାଥା ସାଙ୍ଗକୁ ନିତିଦିନିଆ ଜୀବନରେ ଉପୁଜୁଥିବା ଅସୁବିଧା ଓ ତାହାର ସମାଧାନର ଅବତାରଣା ରହିଥାଏ । ପୁରାତନ ସାହିତ୍ୟରେ କିନ୍ତୁ ମାନବବାଦର ଦାବି ଖଣ୍ଡିତ । ଏଥିରେ ଅହେତୁକ କଳ୍ପନା ଓ ଦେବ ନିର୍ଦ୍ଦେଶ ଭାଗ୍ୟ ଆଦିର ଅବତରଣ ଦେଖିବାକୁ ମିଳିଥାଏ ଯାହା ଆଧୁନିକ କଥା ସାହିତ୍ୟରେ ଖୁବ କମ ।
Post a Comment

ଜିମେଲ ଦ୍ଵାରା ଲଗିନ କରି ଆଲୋଚନା ଜାରି ରଖନ୍ତୁ ।

© Banamallira Mahak | All Right Reserved.