/7
4 votes, 5 avg
7

ବଣମଲ୍ଲୀ କୁଇଜରେ ଆପଣଙ୍କୁ ସ୍ଵାଗତ

ବଣମଲ୍ଲୀ କୁଇଜରେ ଆପଣଙ୍କୁ ସ୍ଵାଗତ


Created on

ବଣମଲ୍ଲୀ କୁଇଜ

ପ୍ରଥମ ସାହିତ୍ୟ କୁଇଜ

ଓଡିଆ ସାହିତ୍ୟ ସମ୍ପର୍କରେ ନୂଆକଥା ଶିଖିବା ଓ ଶିଖେଇବା

1 / 7

1. ସାହିତ୍ୟ ଏକାଡେମୀ ପୁରଷ୍କାରପ୍ରାପ୍ତ "ବିପୁଳ ଦିଗନ୍ତ" କବିତା ପୁସ୍ତକର ରଚୟିତା କିଏ ?

2 / 7

2. ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଶକୁନ୍ତଳା ବଳିଆରସିଂହଙ୍କ ଅନୁବାଦ ପୁସ୍ତକ "କାବେରୀ ଭଳି ଝିଅଟିଏ" କେଉଁ ମୂଳ ଭାଷାରେ ରଚିତ ଉପନ୍ୟାସରୁ ଅନୁବାଦିତ ହୋଇଅଛି ?

3 / 7

3. ଡକ୍ଟର ମାୟାଧର ମାନସିଂହଙ୍କ ଜନ୍ମସ୍ଥାନ କେଉଁଠି ?

4 / 7

4. ଫକୀରମୋହନଙ୍କ "ଗଳ୍ପସ୍ୱଳ୍ପ" ରେ କେଉଁ ଗଳ୍ପଟି ରହିଛି ?

5 / 7

5. ଚିଲିକା କାବ୍ୟର ରଚୟିତା କିଏ ?

6 / 7

6. "ପୌରୁଷ" ପତ୍ରିକାର ପ୍ରତିଷ୍ଠାତା କିଏ ଥିଲେ ?

7 / 7

7. "ଠାକୁର ଘର" କ୍ଷୁଦ୍ରଗଳ୍ପ ସଂକଳନ କିଏ ରଚନା କରିଥିଲେ ?

Your score is

ବନ୍ଧୁମାନଙ୍କ ସହ ଅଂଶୀଦାର କରନ୍ତୁ

Facebook Twitter
0%

ପ୍ରସ୍ଥାନ କରନ୍ତୁ

ଏହି ସେବାକୁ ରେଟ କରନ୍ତୁ